ଶୋଇବା ଘରୁ ମିଳିଲା ଡାକ୍ତରାଣୀଙ୍କ ମୃତଦେହ:ନିଶା ଇଞ୍ଜେକ୍‌ସନ୍‌, ସିରିଞ୍ଜ ଜବତ

ହତ୍ୟା ନା ଆତ୍ମହତ୍ୟା,କାରଣ ଅସ୍ପଷ୍ଟ, ସନ୍ଦେହ ଘେରରେ ପୁରୁଷ ବନ୍ଧୁ ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ଶ୍ରୀବିହାର ଅଞ୍ଚଳର ଏକ ଘରୁ ଜଣେ ଜଣେ ଡାକ୍ତରାଣୀଙ୍କ ମୃତଦେହ ଜବତ କରିଛି। ତାଙ୍କ ନାଁ ମନସ୍ୱିନୀ ବାରିକ( ୨୬)। ଘର ବରଗଡ଼ର ମେଳ୍‌ଛାମୁଣ୍ଡାରେ। ଏଠାରେ ସେ କେୟାର୍‌ ହସ୍ପିଟାଲ୍‌ର ଆଇସିୟୁ ବିଭାଗରେ ଡାକ୍ତରାଣୀ ଥିଲେ। ଆଜି ସକାଳେ ପୁଲିସ ଖବର ପାଇ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି … Continue reading ଶୋଇବା ଘରୁ ମିଳିଲା ଡାକ୍ତରାଣୀଙ୍କ ମୃତଦେହ:ନିଶା ଇଞ୍ଜେକ୍‌ସନ୍‌, ସିରିଞ୍ଜ ଜବତ